amjad-gond-sings-qawwali-or

Pune District, Maharashtra

Dec 05, 2024

କବ୍ବାଲି ଗାଆନ୍ତି ଅମଜାଦ ଗୋଣ୍ଡ

ନିଜକୁ ନା ହିନ୍ଦୁ, ନା ମୁସଲମାନ ରୂପେ ପରିଚିତ କରାଉଥିବା ଆଦିବାସୀ ସଙ୍ଗୀତଜ୍ଞ ଅମଜାଦ ମୁରାଦ ଗୋଣ୍ଡ, ମହାରାଷ୍ଟ୍ରର ହଜରତ ପୀର କମର ଅଲି ଦୁର୍ବେଶରେ ତାଙ୍କ ପରିବାରର କବ୍ବାଲି ଗାୟନ ପରମ୍ପରାକୁ ଆଗେଇ ନିଅନ୍ତି

Want to republish this article? Please write to [email protected] with a cc to [email protected]

Author

Prashant Khunte

ପ୍ରଶାନ୍ତ ଖୁଣ୍ଟେ ଜଣେ ସ୍ୱାବଲମ୍ବୀ ସାମ୍ବାଦିକ, ଲେଖକ ଏବଂ ସାମାଜିକ କର୍ମୀ ଯେ କି ନିଷ୍ପେଷିତ ସଂପ୍ରଦାୟ ଲୋକଙ୍କ ଜୀବନଧାରଣ ଉପରେ ରିପୋର୍ଟ କରନ୍ତି । ସେ ମଧ୍ୟ ଜଣେ କୃଷକ ।

Editor

Medha Kale

ମେଧା କାଲେ ପୁନେରେ ରହନ୍ତି ଏବଂ ମହିଳା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି । ସେ ମଧ୍ୟ PARIର ଜଣେ ଅନୁବାଦକ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।