agnipath-in-bihar-i-can-t-retire-at-age-26-or

Bhojpur, Bihar

Feb 23, 2025

ବିହାରରେ ଅଗ୍ନିପଥ: ‘ମୁଁ ୨୬ ବର୍ଷ ବୟସରେ ଅବସର ନେଇପାରିବି ନାହିଁ’

ବିହାରର ଯେଉଁ ଯୁବକମାନେ ଆଜୀବନ ଭାରତୀୟ ସେନାରେ ସୈନିକ ଭାବରେ ଯୋଗଦେବାକୁ ଚାହୁଁଥିଲେ ସେମାନଙ୍କୁ ଏବେ ଅଗ୍ନିବୀର ହେବା ପାଇଁ ବାଧ୍ୟ ହେବାକୁ ପଡ଼ୁଛି । ଏହା ଏକ ଚୁକ୍ତି ଭିତ୍ତିକ ସ୍ୱଳ୍ପ ଅବଧିର ନିଯୁକ୍ତି ଯାହା ଚାରି ବର୍ଷ ମଧ୍ୟରେ ପୁଣି ସେମାନଙ୍କୁ ଚାକିରି ଆଶାୟୀ ଭାବେ ଛିଡ଼ା କରିଦେବ

Want to republish this article? Please write to [email protected] with a cc to [email protected]

Author

Umesh Kumar Ray

ଉମେଶ କୁମାର ରାୟ ହେଉଛନ୍ତି ଜଣେ ତକ୍ଷଶିଳା-ପରୀର ବରିଷ୍ଠ ଫେଲୋ ୨୦୨୫ ଓ ପୂର୍ବତନ ପରୀ ଫେଲୋ ୨୦୨୨। ସେ ବିହାରରେ ଅବସ୍ଥାନ କରୁଥିବା ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ସମାଜର ଅବହେଳିତ ବର୍ଗମାନଙ୍କ ବିଷୟରେ ଲେଖନ୍ତି।

Editor

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।