a-temple-of-gold-or

Jan 22, 2024

ସୁନାର ମନ୍ଦିର, କିନ୍ତୁ କାହାନ୍ତି ଠାକୁର?

ଭାରତର ସର୍ବଶ୍ରେଷ୍ଠ କବିମାନଙ୍କ ମଧ୍ୟରୁ ଅନ୍ୟତମ କବିଙ୍କ ଦ୍ଵାରା ରଚିତ – ଜଣେ ଅଣ-ୟୁରୋପୀୟ ଲେଖକ ରୂପେ ନୋବେଲ ପୁରସ୍କାର ବିଜେତା ବଙ୍ଗ କବି ରବୀନ୍ଦ୍ରନାଥ ଠାକୁର ତାଙ୍କର ଏହି କବିତାରେ ସତ୍ୟ, ଶାନ୍ତି, ସମ୍ବେଦନା ଓ ପ୍ରେମ ଭାବର ଯେଉଁ ଆଧାରରେ ରାଜତ୍ଵ, ଧର୍ମ ଓ ଆମର ଅନ୍ତର୍ନିହିତ ମଣିଷତ୍ଵର ନିର୍ଯାସ ରହିଛି ସେ ସମ୍ପର୍କରେ ମନେ ପକାଇ ଦେଇଛନ୍ତି

Illustration

Atharva Vankundre

Translator

Kapilas Bhuyan

English Translation

Arunava Sinha

Want to republish this article? Please write to [email protected] with a cc to [email protected]

Poem

Rabindranath Tagore

English Translation

Arunava Sinha

ଅରୁଣାଭ ସିହ୍ନା ସମ୍ପ୍ରତି ଅଶୋକା ବିଶ୍ଵବିଦ୍ୟାଳୟର କ୍ରିଏଟିଭ ରାଇଟିଙ୍ଗ ବିଭାଗରେ ଜଣେ ନିୟମିତ ଆସୋସିଏଟ ପ୍ରଫେସର ଭାବେ ତଥା ଅଶୋକା ସେଣ୍ଟର ଫର ଟ୍ରାନ୍ସଲେସନଠାରେ ସହ-ନିର୍ଦ୍ଦେଶକ ରୂପେ କାର୍ଯ୍ୟରତ । ଜଣେ ପୁରସ୍କାରପ୍ରାପ୍ତ ଅନୁବାଦକ ରୂପେ ସେ ବଙ୍ଗଳା ଓ ଇଂରାଜୀ ଭାଷାରେ କାର୍ଯ୍ୟ କରୁଥିବା ବେଳେ ଏକାଧିକ କ୍ଲାସିକ ଓ ସମସାମୟିକ ଗଦ୍ୟ ଓ କବିତାର ଭାଷାନ୍ତର କରୁଛନ୍ତି।

Illustration

Atharva Vankundre

ଅଥର୍ବ ବନକୁନ୍ଦ୍ରେ ମୁମ୍ବାଇର ଜଣେ ଚିତ୍ରକର ଏବଂ କାହାଣୀକାର। ସେ ଜୁଲାଇରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ PARIରେ ଇଣ୍ଟର୍ନ ଭାବେ କାର୍ଯ୍ୟ କରିସାରିଛନ୍ତି।

Translator

Kapilas Bhuyan

କପିଳାସ ଭୂୟାଁ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ୨୦୦୬ରେ ଜାତୀୟ ଚଳଚିତ୍ର ପୁରସ୍କାର ରଜତ କମଳ ପ୍ରାପ୍ତ ନିର୍ଦ୍ଦେଶକ। ଏହା ବ୍ୟତୀତ ସେ ୨୦୦୪ରେ ଫେଷ୍ଟିଭାଲ ଡୁ ସିନେମା ଡେ ପ୍ୟାରିସଠାରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଓ ନ୍ୟୁୟର୍କ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଜୁରୀଙ୍କ ସ୍ୱତନ୍ତ୍ର ଉଲ୍ଲେଖ ପାଇଛନ୍ତି।