PARI-series-on-sexual-and-gender-based-violence-(SGBV)-or

Mumbai, Maharashtra

Feb 21, 2025

ଯୌନଭିତ୍ତିକ ଏବଂ ଲିଙ୍ଗଭିତ୍ତିକ ହିଂସା (ଏସଜିବିଭି) ଉପରେ ପରୀର ସିରିଜ୍

ମହିଳାମାନେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାରର ଅପରାଧର ସମ୍ମୁଖୀନ ହୋଇଥାନ୍ତି, ଯୌନଭିତ୍ତିକ ଏବଂ ଲିଙ୍ଗଭିତ୍ତିକ ହିଂସା (ଏସଜିବିଭି) ଉପରେ ଆଧାରିତ ଏହି ବିଷୟଗୁଡ଼ିକ ଆମକୁ ତାହା ସ୍ପଷ୍ଟ ଭାବରେ ଦେଖାଇଥାଏ। ଯୌନ ବ୍ୟବସାୟ, ଦେଶାନ୍ତରଣ, ଲିଙ୍ଗ ପରିବର୍ତ୍ତନ ପାଇଁ ଅସ୍ତ୍ରୋପଚାର, ଏବଂ ଜଣେ ମହିଳା ପୋଲିସ୍ କର୍ମଚାରୀଙ୍କର ନ୍ୟାୟ ପାଇଁ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସଂଗ୍ରାମର କଥା ଏଥିରେ ସ୍ଥାନିତ ହୋଇଛି। ଏ ସମସ୍ତ ଘଟଣାରେ ପିତୃକୈନ୍ଦ୍ରିକତାର ପ୍ରଭାବ ରହିଛି ମହିଳାମାନେ କିପରି ଆଚରଣ ପ୍ରଦର୍ଶନ କରିବାର କଥା ତାହାର ଏକ ପୂର୍ବ ଧାରଣା ରହିଛି, ମହିଳାମାନଙ୍କ ବିରୋଧରେ ହିଂସାକୁ ସାଧାରଣ ଭାବରେ ବିଚାର କରାଯାଇଥାଏ ଏବଂ ‘ପ୍ରେମର ଛଦ୍ମବେଶରେ’ ଯୁବତୀମାନଙ୍କୁ ଚାଲାଣ କରାଯାଇଥାଏ। ନିୟମ କ’ଣ ରହିଛି ଓ ଏହା କିପରି ବ୍ୟାଖ୍ୟା କରାଯାଇଥାଏ ଓ ବିଚାର ପାଇଁ କେତେ ଦୀର୍ଘ ସମୟ ଲାଗିଥାଏ ଏସବୁ ମଧ୍ୟ ଲିଙ୍ଗଭିତ୍ତିକ ଅପରାଧ ପରିସରରେ ଅନ୍ତର୍ଭୁକ୍ତ କରାଯାଇଛି। ପରୀ ଦ୍ୱାରା ଏକ ସଂକ୍ଷିପ୍ତ ସିରିଜ୍, ମେଡେସିନ୍‌ସ ସାନସ୍ ଫ୍ରଣ୍ଟିୟର୍ସ (ଏମଏସଏଫ୍)/ ଡକ୍ଟର୍ସ ୱିଦାଉଟ୍ ବର୍ଡର୍ସ, ଭାରତ ଦ୍ୱାରା ଏକ ସଂକ୍ଷିପ୍ତ ସିରିଜ୍

Want to republish this article? Please write to [email protected] with a cc to [email protected]

Author

PARI Contributors

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।