୨୫-ଫୁଟ-ଉପରେ-ଏକ-ଜୀବନକୁ-ରୂପ-ଦେଉଥିଲେ-ସଂଗୀତା

Lucknow, Uttar Pradesh

Feb 22, 2018

୨୫ ଫୁଟ ଉପରେ ଏକ ଜୀବନକୁ ରୂପ ଦେଉଥିଲେ ସଂଗୀତା

ଛତିଶଗଡ ଦୁର୍ଗ ଜିଲ୍ଲାର ଏହି ୧୯ ବର୍ଷ ବୟସ୍କା ପୁନରୁଦ୍ଧାର କାର୍ଯ୍ୟରେ ଖୁବ ଦକ୍ଷ । ହେଲେ ଉତ୍ତର ପ୍ରଦେଶ ଲକ୍ଷ୍ନୈରେ କାମ କରୁଥିବା ଏହି କୁଶଳୀ ଶ୍ରମିକଙ୍କୁ ଜଣେ ସାଧାରଣ ଶ୍ରମିକର ମଜୁରୀ ମିଳେ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।