ହେ-ଧର୍ମରାଜ-ଆଜି-ଭାରତ-ଜଳୁଛି

Allahabad, Uttar Pradesh

Jul 02, 2021

ହେ ଧର୍ମରାଜ, ଆଜି ଭାରତ ଜଳୁଛି!

ମହାକାବ୍ୟର ଚରିତ୍ରମାନେ ନିଶ୍ୱାସ ନେବାପାଇଁ ବାହାରି ଆସନ୍ତି, କିନ୍ତୁ ଈଶ୍ୱରତୁଲ୍ୟ ରକ୍ଷକମାନେ ସେମାନଙ୍କୁ ନରକକୁ ଠେଲି ଦିଅନ୍ତି

Poem and Text

Anshu Malviya

Translator

OdishaLIVE

Paintings

Antara Raman

Want to republish this article? Please write to [email protected] with a cc to [email protected]

Poem and Text

Anshu Malviya

ଅଂଶୁ ମାଲବ୍ୟ ହେଉଛନ୍ତି ଜଣେ ହିନ୍ଦୀ କବି ଯାହାଙ୍କର ତିନୋଟି କବିତା ସଂଗ୍ରହ ପ୍ରକାଶିତ ହୋଇଛି। ସେ ଏହ୍ଲାବାଦରେ ରୁହନ୍ତି ଏବଂ ସେ ଜଣେ ସାଂସ୍କୃତିକ ଏବଂ ସାମାଜିକ କର୍ମୀ, ଯିଏକି ସହରାଞ୍ଚଳ ଗରିବ ଏବଂ ଅନୌପଚାରିକ କ୍ଷେତ୍ରର ଶ୍ରମିକମାନଙ୍କ ସହ ଏବଂ ମିଶ୍ରିତ ଐତିହ୍ୟ ଉପରେ କାମ କରନ୍ତି ।

Paintings

Antara Raman

ଅନ୍ତରା ରମଣ ଜଣେ ଚିତ୍ରକର ଏବଂ ସାମାଜିକ ପ୍ରକ୍ରିୟା ଓ ପୌରାଣିକ ଚିତ୍ର ପ୍ରତି ଆଗ୍ରହ ରହିଥିବା ଜଣେ ୱେବସାଇଟ୍ ଡିଜାଇନର୍। ବେଙ୍ଗାଲୁରୁର ସୃଷ୍ଟି ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ, ଡିଜାଇନ୍ ଏବଂ ଟେକ୍ନୋଲୋଜିର ସ୍ନାତକ ଭାବେ ସେ ବିଶ୍ୱାସ କରନ୍ତି ଯେ କାହାଣୀ ବର୍ଣ୍ଣନା ଏବଂ ଚିତ୍ରକଳା ସହଜୀବୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।