ହୁସନ-ଆରାଙ୍କ-ଛେଳି-ଓ-ସ୍ୱପ୍ନର-ଛୋଟ-ଦୁନିଆ

Sitamarhi, Bihar

Jan 03, 2019

ହୁସନ ଆରାଙ୍କ ଛେଳି ଓ ସ୍ୱପ୍ନର ଛୋଟ ଦୁନିଆ

ବିହାରର ବାରି ଫୁଲୱାରିଆ ଗାଁରେ ଜଣେ ଭୂମିହୀନ ଶ୍ରମିକ ହୁସନ ଆରା ତାଙ୍କର ପରିବାର ପୋଷଣ ପାଇଁ ଛେଳି ଓ କୁକୁଡ଼ା ପାଳନ କରୁଛନ୍ତି। ଯଦିଓ ସେ ଆଶା କରୁଛନ୍ତି ଯେ ତାଙ୍କର ବଡ଼ ହୋଇଯାଇ ପିଲାମାନେ କଠିନ ପରିଶ୍ରମ କରି ଭବିଷ୍ୟତରେ ତାଙ୍କ ପାଇଁ ସମୃଦ୍ଧି ଆଣିଦେବେ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Qamar Siddique

କମର ସିଦ୍ଦିକି ପିପୁଲ୍ସ ଆରକାଇଭ ଅଫ୍ ରୁରାଲ ଇଣ୍ଡିଆର ଅନୁବାଦ ସମ୍ପାଦକ l ସେ ଦିଲ୍ଲୀ ରେ ରହୁଥିବା ଜଣେ ସାମ୍ବାଦିକ l

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।