ହୁଲକ୍‌ମାନଙ୍କ-ରାବରେ-ଗୁଞ୍ଜରିତ-ହେଉଥିବା-ପାହାଡ-ଆଜି-ନିରବ

Kamrup, Assam

Aug 20, 2020

ହୁଲକ୍‌ମାନଙ୍କ ରାବରେ ଗୁଞ୍ଜରିତ ହେଉଥିବା ପାହାଡ ଆଜି ନିରବ

ହୁଲକ୍‌ ଗିବନ୍‌, ଏକ ବିଲୁପ୍ତ ହେବାପ୍ରାୟ ପ୍ରଜାତି, ବର୍ତ୍ତମାନ ଉତ୍ତରପୂର୍ବ ଭାରତର ଜଙ୍ଗଲରେ କ୍ୱଚିତ୍‌ ଦେଖା ଯାଉଛନ୍ତି । ଗତ ଡିସେମ୍ବରରେ ଆସାମର ବର୍‌ଦୁଆର୍‌ ସଂରକ୍ଷିତ ଜଙ୍ଗଲରେ ଏକ ଫଟୋଗ୍ରାଫର୍‌ ଗ୍ରୁପ୍‌ ଦ୍ୱାରା ଏହି ମାଙ୍କଡ ପ୍ରଜାତିକୁ ଠାବ କରାଯାଇଥିଲା

Want to republish this article? Please write to [email protected] with a cc to [email protected]

Author

Pankaj Das

ପଙ୍କଜ ଦାସ ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆର ଆସାମ ଭାଷାର ଜଣେ ଅନୁବାଦ ସମ୍ପାଦକ। ସେ ଗୌହାଟିର ବାସିନ୍ଦା, ସେ ମଧ୍ୟ ଜଣେ ଦକ୍ଷ ଅନୁବାଦକ ଯେ କି ୟୁନିସେଫ୍ ସହିତ କାର୍ଯ୍ୟ କରନ୍ତି। ସେ idiomabridge.blogspot.comରେ ଶବ୍ଦଚାତୁରୀରେ ପ୍ରଦର୍ଶନ କରିବାକୁ ଭଲପାଆନ୍ତି।

Author

Ratna Baruah

ରତ୍ନା ବରୁଆ ହେଉଛନ୍ତି ଗୌହାଟିର ଜଣେ ଫ୍ରିଲାନ୍ସ ରିପୋର୍ଟର୍‌ । ସେ ୨୦୧୩ରେ ଗୌହାଟି ୟୁନିଭର୍ସିଟିରୁ କମ୍ୟୁନିକେସନ୍‌ ଓ ଜର୍ଣ୍ଣାଲିଜମ୍‌ରେ ପୋଷ୍ଟ-ଗ୍ରାଜୁଏଟ୍‌ ଡିଗ୍ରୀ ହାସଲ କରିଛନ୍ତି ଓ ହେଲ୍‌ଥ ସେକ୍ଟରରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।