ହିମାଚଳର-ଏକାକିନୀ-କୃଷକ

New Delhi, Delhi

Dec 31, 2018

ହିମାଚଳର ଏକାକିନୀ କୃଷକ

ନଭେମ୍ବର ୨୯-୩୦ରେ କିଷାନ୍‌ ମୁକ୍ତି ମୋର୍ଚ୍ଚା ପାଇଁ ସିମ୍‌ଲା ଜିଲ୍ଲାରୁ ଆସିଥିବା କୃଷକମାନେ ଏଥିରେ ଥିବା ଭିଡ଼ିଓରେ ଆମକୁ ମନେପକାଇ ଦେଇଛନ୍ତି ଯେ କୃଷି କାର୍ଯ୍ୟର ବୃହଦ୍‌ ଅଂଶ ମହିଳାମାନଙ୍କ ଦ୍ଵାରା କରାଯାଏ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Subuhi Jiwani

ସୁବୁହି ଜିୱାନି ପିପୁଲ୍ସ ଆର୍କାଇଭ ଅଫ୍ ରୁରାଲ ଇଣ୍ଡିଆରେ ଜଣେ କପି ଏଡିଟର ଭାବେ କାମ କରୁଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।