ହାଣ୍ଡି-ତଳୁ-ମାଟି-ଖସୁଛି

Kalahandi, Odisha

Feb 19, 2019

ହାଣ୍ଡି ତଳୁ ମାଟି ଖସୁଛି

କଳାହାଣ୍ଡିର କୁମ୍ଭାର ସଂପ୍ରଦାୟର ହାଣ୍ଡି କାରିଗରମାନେ ଧୀରେ ଧୀରେ ସେମାନଙ୍କ କୌଳିକ ବୃତ୍ତି ଛାଡୁଛନ୍ତି। ଏହାର ମୂଲ୍ୟ ଏବଂ ଚାହିଦା କମିବାରୁ ବାଧ୍ୟ ହୋଇ ଏମାନେ ଧାତବ ବାସନକୁସନ ବିକ୍ରି କଲେଣି, କିଛି ଲୋକ କୃଷି ଶ୍ରମିକ ଭାବେ କାମ କରୁଛନ୍ତି, ବା କାମ ଖୋଜିବାକୁ ବାହାରକୁ ଚାଲି ଯାଉଛନ୍ତି ।

Want to republish this article? Please write to [email protected] with a cc to [email protected]

Author

Abhijit Mohanty

Abhijit Mohanty is a Delhi-based development professional. He has worked with indigenous communities in India and Cameroon.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।