ସ୍ଵରବୈଷମ୍ୟର-ମୁକାବିଲା-ସମନ୍ୱୟର-ପୁନଃସ୍ଥାପନ

Latur, Maharashtra

Jul 30, 2020

ସ୍ଵରବୈଷମ୍ୟର ମୁକାବିଲା, ସମନ୍ୱୟର ପୁନଃସ୍ଥାପନ

ଅନେକ ବଂଶାନୁକ୍ରମିକ ହାରମୋନିୟମ ମରାମତିକାରୀ – ବର୍ତ୍ତମାନ ଏକ ବିରଳ ବୃତ୍ତି – ତାଲାବନ୍ଦ ଯୋଗୁଁ ଦୁଇମାସରୁ ଅଧିକ ସମୟ ହେବ ମଧ୍ୟପ୍ରଦେଶର ଜବଲପୁରରୁ ଆସିଥିବା ସେମାନେ ମହାରାଷ୍ଟ୍ରର ରେନାପୁରରେ ଫସିଯାଇଛନ୍ତି । ସେମାନେ କିପରି ମୁକାବିଲା କଲେ ପରୀକୁ କୁହନ୍ତି

Want to republish this article? Please write to [email protected] with a cc to [email protected]

Author

Ira Deulgaonkar

ଇରା ଦେଉଲଗାଓଁକର ୨୦୨୦ର ଜଣେ PARI ପ୍ରଶିକ୍ଷାର୍ଥୀ; ସେ ପୁଣେର ସିମ୍ବିଓସିସ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସରେ ସ୍ନାତକ ଡିଗ୍ରୀ ପାଠ୍ୟକ୍ରମର ଦ୍ଵିତୀୟ ବର୍ଷ ଛାତ୍ରୀ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।