ସୋନଭଦ୍ରାର-ସଂଘର୍ଷରେ-ଅନଭ୍ୟସ୍ତ-ନୁହେଁ

Sonbhadra, Uttar Pradesh

Aug 14, 2019

ସୋନଭଦ୍ରାର ସଂଘର୍ଷରେ ଅନଭ୍ୟସ୍ତ ନୁହେଁ

ସୁକାଲୋ ଗୋଣ୍ଡ, ୟୁପିର ମାଝୋଲି ଗ୍ରାମର ଜଣେ ଅନୁଭୂତି ସମ୍ପନ୍ନ ଆଦିବାସୀ କର୍ମକର୍ତ୍ତା, କୁହନ୍ତି ଯେ ଆଗକୁ ଦୀର୍ଘ ପଥ ଅତିକ୍ରମ କରିବାକୁ ଅଛି – ଆସନ୍ତା କାଲି, ଜୁଲାଇ ୨୪, ସୁପ୍ରିମକୋର୍ଟ ସମଗ୍ର ଭାରତରେ ଲକ୍ଷାଧିକ ଆଦିବାସୀଙ୍କୁ ଉଚ୍ଛେଦ କରାଯିବା ସମ୍ବନ୍ଧୀୟ ନିଷ୍ପତି ଗ୍ରହଣ କରିବେ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sweta Daga

ଶ୍ୱେତା ଡାଗା ବାଙ୍ଗାଲୋରର ଜଣେ ଲେଖିକା ଓ ଫଟୋଗ୍ରାଫର ଏବଂ ୨୦୧୫ର PARI ଫେଲୋ । ସେ ବିଭିନ୍ନ ମଲ୍‌ଟି ମିଡିଆ ପ୍ରକଳ୍ପରେ କାର୍ଯ୍ୟରତ ଏବଂ ଜଳବାୟୁ ପରିବର୍ତ୍ତନ, ଲିଙ୍ଗଗତ ସମସ୍ୟା ଏବଂ ସାମାଜିକ ଅସମାନତା ବିଷୟରେ ଲେଖନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।