ସେ-କହିଲେ-ଯଦି-ମୁଁ-ପାଠ-ପଢିବା-ଜାରି-ରଖିବି-ତାହାହେଲେ-କିଏ-ମତେ-ବାହା-ହେବ

Samastipur, Bihar

Apr 15, 2021

‘ସେ କହିଲେ, ଯଦି ମୁଁ ପାଠ ପଢିବା ଜାରି ରଖିବି, ତାହାହେଲେ କିଏ ମତେ ବାହା ହେବ?’

ବିହାରର ସମସ୍ତିପୁର ଜିଲ୍ଲାର ମହାଦଳିତ ସମ୍ପ୍ରଦାୟର କିଶୋରୀ ଝିଅମାନଙ୍କୁ ପାଠପଢା ଅଧାରୁ ଛାଡିବା ପାଇଁ, ସେମାନଙ୍କର ସ୍ୱପ୍ନ ସବୁ ତ୍ୟାଗ କରିବା ପାଇଁ ଓ ବିବାହ କରିବା ପାଇଁ ବିଭିନ୍ନ ପ୍ରକାରର ସାମାଜିକ ଅପବାଦର ସମ୍ମୁଖୀନ ହେବାକୁ ପଡିଥାଏ, ଏପରିକି ବେଳେବେଳେ ସେମାନଙ୍କ ଉପରେ ଏଥିପାଇଁ ଶାରିରୀକ ବଳ ପ୍ରୟୋଗ କରାଯାଇଥାଏ – କିଛି ଏହାର ପ୍ରତିବାଦ କରିବାକୁ ଚେଷ୍ଟା କରନ୍ତି, ଅନ୍ୟମାନେ ହାର ମାନି ନିଅନ୍ତି

Illustration

Antara Raman

Translator

OdishaLIVE

Editor and Series Editor

Sharmila Joshi

Want to republish this article? Please write to [email protected] with a cc to [email protected]

Author

Amruta Byatnal

ଅମୃତ ବୟତ୍‌ନାଲ୍‌ ହେଉଛନ୍ତ ଦିଲ୍ଲୀର ଜଣେ ସ୍ୱାଧୀନ ସମ୍ବାଦଦାତା । ତାଙ୍କର କାମ ମୁଖ୍ୟତଃ ସ୍ୱାସ୍ଥ୍ୟ, ଲିଙ୍ଗ ଓ ନାଗରିକତା ଉପରେ କେନ୍ଦ୍ରୀତ ।

Illustration

Antara Raman

ଅନ୍ତରା ରମଣ ଜଣେ ଚିତ୍ରକର ଏବଂ ସାମାଜିକ ପ୍ରକ୍ରିୟା ଓ ପୌରାଣିକ ଚିତ୍ର ପ୍ରତି ଆଗ୍ରହ ରହିଥିବା ଜଣେ ୱେବସାଇଟ୍ ଡିଜାଇନର୍। ବେଙ୍ଗାଲୁରୁର ସୃଷ୍ଟି ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ, ଡିଜାଇନ୍ ଏବଂ ଟେକ୍ନୋଲୋଜିର ସ୍ନାତକ ଭାବେ ସେ ବିଶ୍ୱାସ କରନ୍ତି ଯେ କାହାଣୀ ବର୍ଣ୍ଣନା ଏବଂ ଚିତ୍ରକଳା ସହଜୀବୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor and Series Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ