ସେହି-୧୯-ମିନିଟ୍‌ରେ-ମୋର-୪-ଲକ୍ଷ-ଟଙ୍କା-କ୍ଷତି-ସହିବାକୁ-ପଡିଲା

Ratnagiri, Maharashtra

Aug 19, 2019

‘ସେହି ୧୯ ମିନିଟ୍‌ରେ ମୋର ୪ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡିଲା’

ମାର୍ଚ୍ଚ ମାସରେ କୁଆପଥର ଝଡ଼ ଯୋଗୁଁ ମରାଠ୍‌ୱାଡାରେ ବ୍ୟାପକ କ୍ଷୟକ୍ଷତି ହେବା ପରେ, ଯେଉଁ କୃଷକମାନଙ୍କର ଲକ୍ଷାଧିକ ଟଙ୍କାର ଲାଭଜନକ ଫସଲ ନଷ୍ଟ ହୋଇଯାଇଛି, ସେମାନେ କୁହନ୍ତି ଯେ ଜଳବାୟୁରେ ଅନିୟମିତତା ଓ ତ୍ରଟିପୂର୍ଣ୍ଣ ବୀମା ପ୍ରତ୍ୟେକ ବୁଣିବା ଋତୁକୁ ଏକ ଜୁଆରେ ପରିଣତ କରିଦେଇଛି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।