ସୃଜନଶୀଳ-ସତରଞ୍ଜିରୁ-ପଥର-ଭାଙ୍ଗିବା

PIthorgarh, Uttarakhand

Nov 25, 2019

ସୃଜନଶୀଳ ସତରଞ୍ଜିରୁ ପଥର ଭାଙ୍ଗିବା

ଉତ୍ତରାଖଣ୍ଡ ଗୋଥି ପଡ଼ାର ଭୂତିଆ ସଂପ୍ରଦାୟର ମହିଳାମାନେ ପଥର ଭାଙ୍ଗି ପଇସା ରୋଜଗାର କରନ୍ତି - ଆଉ ସେହି ସମୟକୁ ମନେ ପକାନ୍ତି ଯେତେବେଳେ ବୁଣିବାର ଦକ୍ଷତା ତାଙ୍କୁ ସମ୍ମାନ ଆଉ ଅର୍ଥ ଦେଉଥିଲା

Want to republish this article? Please write to [email protected] with a cc to [email protected]

Author

Arpita Chakrabarty

ଲେଖକ ପରିଚୟ: ଅର୍ପିତା ଚକ୍ରବର୍ତ୍ତୀ ଜଣେ କୁମାଓନ ଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକା ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।