ସୂର୍ଯ୍ୟର-ଉଷ୍ମ-ଆଲୋକ-ଭଳି-ରଙ୍ଗର-ସୃଜନ

Srinagar, Jammu and Kashmir

Dec 26, 2019

ସୂର୍ଯ୍ୟର ଉଷ୍ମ ଆଲୋକ ଭଳି ରଙ୍ଗର ସୃଜନ

କପଡ଼ା ରଙ୍ଗ କରିବା ଭଳି ସୂକ୍ଷ୍ମ କାମରେ ସାତ ଦଶନ୍ଧିର ଅଭିଜ୍ଞତା ଥିବା କାଶ୍ମୀରର ଶ୍ରୀନଗର ନିବାସୀ ଅବଦୁଲ ରଶିଦ୍‌ କହନ୍ତି କେମିତି ହୁଏତ ତାଙ୍କ ପିଢ଼ି ହିଁ ହୋଇପାରେ ରଞ୍ଜକମାନଙ୍କର ଶେଷ ପିଢ଼ି ଏବଂ କାହିଁକି ଏବେ ବି ସେମାନେ କଠିନ ପରିଶ୍ରମ କରି ସୂତା ରଙ୍ଗେଇବା କାମରେ ଲାଗିଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jayati Saha

ଜୟତୀ ସାହା କୋଲକାତାର ଜଣେ ଫଟୋଗ୍ରାଫର ଏବଂ ସେ ବୃତ୍ତଚିତ୍ର ଓ ଯାତ୍ରା ଫଟୋଗ୍ରାଫିକୁ ଗୁରୁତ୍ୱ ଦିଅନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।