ସୁରୁ-ଉପତ୍ୟାକାରେ-ମହରମ-ପାଳନ

Kargil district, Jammu and Kashmir

Aug 09, 2022

ସୁରୁ ଉପତ୍ୟାକାରେ ମହରମ ପାଳନ

ଲଦାଖର କାରଗିଲ୍‌ ଜିଲ୍ଲା ଅନ୍ତର୍ଗତ ତାଇ ସୁରୁ ଗ୍ରାମରେ ସିୟା ମୁସଲିମ ସମ୍ପ୍ରଦାୟର ଲୋକମାନେ ଅନେକ ଦିନ ପର୍ଯ୍ୟନ୍ତ ମହରମ୍‌ ପର୍ବ ପାଳନ କରିଥାନ୍ତି । ପିଲାମାନେ, ବିଶେଷ କରି ଝିଅମାନଙ୍କ ପାଇଁ, ଏହି ପର୍ବ ସାଙ୍ଗମାନଙ୍କୁ ଭେଟିବା ଏବଂ ପରସ୍ପର ସହ ଘଣ୍ଟା ଘଣ୍ଟା ସମୟ ବିତାଇବା ଲାଗି ସୁଯୋଗ ଆଣି ଦେଇଥାଏ

Photo Editor

Binaifer Bharucha

Translator

OdishaLIVE

Photos and Text

Shubhra Dixit

Want to republish this article? Please write to [email protected] with a cc to [email protected]

Photos and Text

Shubhra Dixit

ଶୁଭ୍ର ଦୀକ୍ଷିତ ଜଣେ ନିରପେକ୍ଷ ସମ୍ବାଦିକ, ଫଟୋଗ୍ରାଫର ଏବଂ ଚଳଚ୍ଚିତ୍ର ନିର୍ମାତା

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।