ସୁନ୍ଦରବନ-ତାଲାବନ୍ଦ-ସମୟରେ-ମୌସନିରେ-ଭଲ-ଖାଇବାକୁ-ମିଳୁଛି

South 24 Paraganas, West Bengal

May 14, 2020

ସୁନ୍ଦରବନ: ତାଲାବନ୍ଦ ସମୟରେ ମୌସନିରେ ଭଲ ଖାଇବାକୁ ମିଳୁଛି

ପଶ୍ଚିମବଙ୍ଗରେ ଅବସ୍ଥିତ ସୁନ୍ଦରବନର ଦୂରବର୍ତ୍ତୀ ଅଞ୍ଚଳର ଏକ ଛୋଟ ଦ୍ୱୀପ, ଯାହା ଅନେକ ବିପର୍ଯ୍ୟୟର ଯନ୍ତ୍ରଣା ସହିଛି, ଆଜି କୋଭିଡ୍‌- ୧୯ ସଙ୍କଟ ଓ ତାଲାବନ୍ଦ ଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ନିଜସ୍ୱ ସମ୍ୱଳ ଉପରେ ନିର୍ଭର କରୁଛି ।

Want to republish this article? Please write to [email protected] with a cc to [email protected]

Author

Abhijit Chakraborty

ଅଭିଜିତ୍ ଚକ୍ରବର୍ତ୍ତୀ କୋଲକାତାର ଜଣେ ଫଟୋ ସାମ୍ବାଦିକ। ସେ ସୁନ୍ଦରବନ୍ ଉପରେ ଆଧାରିତ ଏକ ତ୍ରୟମାସିକ ବଙ୍ଗଳା ପତ୍ରିକା ‘ସୁଦ୍ଦୁ ସୁନ୍ଦରବନ୍ ଚର୍ଚା’ ସହିତ ଜଡିତ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।