ସୁନ୍ଦରବନରେ-ଏକ-ବାତ୍ୟା-ପରେ

South 24 Parganas, West Bengal

Dec 11, 2020

ସୁନ୍ଦରବନରେ ଏକ ବାତ୍ୟା ପରେ

ବନ୍ୟା ଏବଂ ବାତ୍ୟା ସେମାନଙ୍କର ଜମି, ଘର ଏବଂ ଜୀବିକା ନେଇଯିବା ପରେ ସୁନ୍ଦରବନର ଅନେକେ ଏହି ନିକଟ ବର୍ଷମାନଙ୍କରେ ସେମାନଙ୍କର ଗାଁ ଛାଡ଼ିଛନ୍ତି – ଲକ୍‌ଡାଉନ୍‌ ମଝିରେ ହୋଇଥିବା ଅମ୍ଫାନ ଦୁଇଦଶକ ମଧ୍ୟରେ ଚତୁର୍ଥ ବାତ୍ୟା

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sovan Daniary

ଶୋଭନ ଦାନିଆରୀ ସୁନ୍ଦରବନ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି। ଏହି କ୍ଷେତ୍ରରେ ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ଏ ଦୁଇଟି ମଧ୍ୟରେ ରହିଥିବା ସମ୍ପର୍କକୁ କ୍ୟାମେରା ଫ୍ରେମରେ ଉତ୍ତୋଳନ କରୁଥିବା ସେ ଜଣେ ଫଟୋଗ୍ରାଫର|

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।