ସୁନ୍ଦରବନରୁ-ଧୀରେ-ଧୀରେ-ଗାଏବ-ହେଉଥିବା-ଛାତ୍ରଛାତ୍ରୀ

South 24 Parganas, West Bengal

Nov 23, 2020

ସୁନ୍ଦରବନରୁ ଧୀରେ ଧୀରେ ଗାଏବ ହେଉଥିବା ଛାତ୍ରଛାତ୍ରୀ

ଏଠାକାର ଗାଁଗୁଡ଼ିକରେ ବିଦ୍ୟାଳୟ ଶିକ୍ଷା ଆଗରେ ଅନେକ ବାଧା ରହିଛି। ବାରମ୍ବାର ଆସୁଥିବା ଝଡ଼ବାତ୍ୟା, ଲୁଣିଚର ମାଡ଼ିଯିବା, ଯାହା ଚାଷ ଓ ମାଛଧରାକୁ କ୍ଷତି ପହଞ୍ଚାଇଛି ଏବଂ ଲକଡାଉନ-ସବୁ ମିଶି ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଛାଡ଼ିବା ହାର, ଅଳ୍ପ ବୟସରେ ବିବାହ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରୋଜଗାର ସନ୍ଧାନର ବାଧ୍ୟବାଧକତାକୁ ବଢ଼ାଇ ଦେଇଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sovan Daniary

ଶୋଭନ ଦାନିଆରୀ ସୁନ୍ଦରବନ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି। ଏହି କ୍ଷେତ୍ରରେ ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ଏ ଦୁଇଟି ମଧ୍ୟରେ ରହିଥିବା ସମ୍ପର୍କକୁ କ୍ୟାମେରା ଫ୍ରେମରେ ଉତ୍ତୋଳନ କରୁଥିବା ସେ ଜଣେ ଫଟୋଗ୍ରାଫର|

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।