ସୁନ୍ଦରବନରୁ-କାହାଣୀ

South 24 Paraganas, West Bengal

Jan 03, 2022

ସୁନ୍ଦରବନରୁ କାହାଣୀ

ପଶ୍ଚିମବଙ୍ଗର ବିଶାଳ ସୁନ୍ଦରବନ ପଥରେ, ଭୂମି, ଜୀବନ ଓ ଜୀବିକା, ନଦୀ, ଜଙ୍ଗଲ ଏବଂ ଜଳାଶୟ ସହିତ ନିବିଡ଼ ଭାବରେ ଜଡ଼ିତ । ଏହାର ଜଳବାୟୁ, ସଂସ୍କୃତି ଏବଂ ଚ୍ୟାଲେଞ୍ଜ ଦୃଷ୍ଟିରୁ ଏବଂ କାହାଣୀ ଦୃଷ୍ଟିରୁ ଏହା ଅନ୍ୟ କୌଣସି କ୍ଷେତ୍ରଠାରୁ ବିପରୀତ । ଏଗୁଡ଼ିକୁ ଏଠାରେ ପରୀରେ ପଢ଼ନ୍ତୁ – ମହୁ ସଂଗ୍ରହକାରୀ ଏବଂ ଚିଙ୍ଗୁଡ଼ି ଚାଷୀ, ବାଘ ଦ୍ୱାରା, ଝଡ଼ବାତ୍ୟା ଦ୍ୱାରା ବିଧବା ହୋଇଥିବା ମହିଳାଙ୍କ କାହାଣୀ ଏବଂ ବଢୁଥିବା ଜଳସ୍ତର ଦ୍ୱାରା ବିଲୁପ୍ତ ହୋଇଥିବା ଗାଁ, କେଉଁଠି କେମିତି ଥିବା କୌଣସି ସ୍ୱାସ୍ଥ୍ୟ ସେବା ବା ସ୍କୁଲ, ବିସ୍ଥାପନ ଏବଂ ପୁରାଣ, ଉପାସନା ଓ ଚିନ୍ତା, ଦୁଃଖ ଓ ଗୀତ – ସଂଘର୍ଷର କାହାଣୀ ଓ ମାନବୀୟ ଭାବନା ଓ ସ୍ଥିରତାର କାହାଣୀ

Want to republish this article? Please write to [email protected] with a cc to [email protected]

Author

PARI Contributors

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।