ସିଦ୍ଧି-ଫେରିବାଲାଙ୍କ-ପାଇଁ-ସମସ୍ୟା-ବଢ଼ାଇଛି-ପେଟ୍ରୋଲ-ମୂଲ୍ୟ-ବୃଦ୍ଧି

Sidhi, Madhya Pradesh

Nov 12, 2021

ସିଦ୍ଧି ଫେରିବାଲାଙ୍କ ପାଇଁ ସମସ୍ୟା ବଢ଼ାଇଛି ପେଟ୍ରୋଲ ମୂଲ୍ୟ ବୃଦ୍ଧି

ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ, ମୋଟରସାଇକେଲ ଧରି ଗାଁକୁ ଗାଁ ବୁଲୁଥିବା ଓ ଶାଢ଼ି, ଚଟେଇ ଆଦି ସାମଗ୍ରୀ ବିକ୍ରି କରୁଥିବା ଫେରିବାଲାମାନେ କୁହନ୍ତି, ଲକ୍‌ଡାଉନରେ ସେମାନେ ଯେନତେନ ପ୍ରକାରରେ ବଞ୍ଚି ଯାଇଥିଲେ, କିନ୍ତୁ ଲଗାତର ପେଟ୍ରୋଲ ଦର ବଢ଼ୁଥିବା କାରଣରୁ ସେମାନଙ୍କ ବ୍ୟବସାୟ ଗମ୍ଭୀର ଭାବେ କ୍ଷତି ସହିବାରେ ଲାଗିଛି

Want to republish this article? Please write to [email protected] with a cc to [email protected]

Author

Anil Kumar Tiwari

ମଧ୍ୟପ୍ରଦେଶର ସିଦ୍ଧି ସହରରେ ରହୁଥିବା ଅନିଲ କୁମାର ତିୱାରୀ ହେଉଛନ୍ତି ଜଣେ ସାମ୍ବାଦିକ। ସେ ହେଉଛନ୍ତି ଭାରତୀୟ ସାମ୍ବାଦିକତା ଓ ନ୍ୟୁ ମିଡିଆ ସଂସ୍ଥାନ, ବେଙ୍ଗାଲୁରୁର ଜଣେ ସଦ୍ୟତମ ସ୍ନାତକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।