ସିଂଘୁରେ-ବିବିଧ-ଚାକଚକ୍ୟରେ-ଭରା-ସେବା-ନେଟ୍‌ୱର୍କ

Sonipat, Haryana

Mar 11, 2021

ସିଂଘୁରେ ବିବିଧ ଚାକଚକ୍ୟରେ ଭରା ସେବା ନେଟ୍‌ୱର୍କ

‘ପଗଡ଼ି ଲଙ୍ଗର’ରୁ ଆରମ୍ଭ କରି ଦର୍ଜି ଦୋକାନ ପର୍ଯ୍ୟନ୍ତ, ମୋବାଇଲ ଚାର୍ଜିଂ ପୋର୍ଟ ଏବଂ ଦର୍ପଣ ଲାଗିଥିବା ବହୁ ଟ୍ରକ୍‌, ମାଗଣାରେ ଲୁଗାପଟା ସଫା, ମାଲିସ, ଜୋତା ମରାମତି –ଏମିତି ନାନାଦି ପ୍ରକାରର ସେବା ଜରିଆରେ ସିଂଘୁରେ ଉପସ୍ଥିତ ଅଣ-ଚାଷୀମାନେ ଆନ୍ଦୋଳନ ପ୍ରତି ସେମାନଙ୍କ ସମର୍ଥନ ଜ୍ଞାପନ କରୁଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Joydip Mitra

ଜୟଦୀପ ମିତ୍ର, କୋଲକାତାର ଜଣେ ମୁକ୍ତବୃତ୍ତି ଫଟୋଗ୍ରାଫର, ଯିଏ ସମଗ୍ର ଭାରତର ଲୋକ, ମେଳା ଓ ଉତ୍ସବର ଲେଖାରୂପ ପ୍ରସ୍ତୁତ କରନ୍ତି । ତାଙ୍କ ଲେଖା, ‘ଜେଟ୍‌ୱିଙ୍ଗସ’, ‘ଆଉଟ୍‌ଲୁକ୍‌ ଟ୍ରାଭେଲରେ’ ଏବଂ ‘ଇଣ୍ଡିଆ ଟୁଡେ ଟ୍ରାଭେଲ୍‌ ପ୍ଲସ୍‌’ ସମେତ ବିଭିନ୍ନ ପତ୍ରିକାରେ ପ୍ରକାଶ ପାଇଛି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।