ସିଂଘୁଠାରୁ-ସିଙ୍ଗୁର-ପହଞ୍ଚିବା-ପର୍ଯ୍ୟନ୍ତ

Hooghly, West Bengal

Apr 10, 2021

ସିଂଘୁଠାରୁ ସିଙ୍ଗୁର ପହଞ୍ଚିବା ପର୍ଯ୍ୟନ୍ତ

ଦିଲ୍ଲୀର ସୀମାରେ ତିନୋଟି କୃଷି ଆଇନ୍‍ ବିରୁଦ୍ଧରେ ଆନ୍ଦୋଳନ କରୁଥିବା କୃଷକମାନେ ଓ ସଂଘଗୁଡିକ ମାର୍ଚ୍ଚର ମଧ୍ୟ ଭାଗରେ ପଶ୍ଚିମବଙ୍ଗରେ ଏକ ବୈଠକର ଆୟୋଜନ କରିଥିଲେ । ହୁଗୁଳି ଜିଲ୍ଲାର ସିଙ୍ଗୁରରେ ହୋଇଥିବା ସମାବେଶରୁ ଏହା ଏକ ରିପୋର୍ଟ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Anustup Roy

ଅନୁଷ୍ଟୁପ୍ ରୟ ହେଉଛନ୍ତି କୋଲକାତାସ୍ଥିତ ଜଣେ ସଫ୍ଟୱେର ଇଞ୍ଜିନିୟର । ଯେତେବେଳେ ସେ କୋଡ୍ ଲେଖନ୍ତି ନାହିଁ ନିଜ କ୍ୟାମେରା ଧରି ସାରା ଭାରତ ବୁଲିଥାନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।