ସାନ୍ତୋ-ତନ୍ତୀଙ୍କ-ଦୁଃଖ-କାର୍ଯ୍ୟ-ଏବଂ-ଆଶାର-ସଙ୍ଗୀତ

Jorhat, Assam

Sep 14, 2021

ସାନ୍ତୋ ତନ୍ତୀଙ୍କ ଦୁଃଖ, କାର୍ଯ୍ୟ ଏବଂ ଆଶାର ସଙ୍ଗୀତ

ଜୋରହାଟର ଏହି ଯୁବତାରକା ଜଣଙ୍କ ଝୁମୁର ସଙ୍ଗୀତ ପରିବେଷଣ କରୁଛନ୍ତି – ଏହା ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଏକ ପ୍ରକାର ଲୋକକଳା। ଯଦିଓ, ଏହି ସଙ୍ଗୀତ ଗାଉଥିବା ଲୋକମାନେ ଆସାମର ଚା’ ବଗିଚା ସମୁଦାୟର ଅଂଶବିଶେଷ ପିଢ଼ି ପରେ ପିଢ଼ି ଆଗକୁ ବଢ଼ି ଆସିଛନ୍ତି

Want to republish this article? Please write to [email protected] with a cc to [email protected]

Author

Himanshu Chutia Saikia

ହିମାଂଶୁ କୁଟିଆ ସାଇକିଆ ଜଣେ ସ୍ୱାଧୀନ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା, ସଙ୍ଗୀତ ନିର୍ଦ୍ଦେଶକ, ଫଟୋଗ୍ରାଫର୍ ଏବଂ ଛାତ୍ର ନେତା। ସେ ଆସାମର ଜୋରହାଟର ବାସିନ୍ଦା। ସେ ମଧ୍ୟ ୨୦୨୧ ପରୀ ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।