ସରଖାନୀରେ-ସାତ-ବାରାରେ-ସୁସଜ୍ଜିତ-ଏକ-ଦୀର୍ଘ-ସଂଘର୍ଷ

South Mumbai, Maharashtra

Mar 25, 2021

ସରଖାନୀରେ, ସାତ ବାରାରେ ସୁସଜ୍ଜିତ ଏକ ଦୀର୍ଘ ସଂଘର୍ଷ

ଆଦିବାସୀ କୃଷକ ଅନୁସୟା କୁମାରେ ଏବଂ ସରଜବାଇ ଆଡ଼େ ଜାନୁଆରୀ ମାସରୁ ମହାରାଷ୍ଟ୍ରର ସରଖାନୀ ଗ୍ରାମରେ ଥିବା ସେମାନଙ୍କର ଜମି ଅଧିକାର ପାଇଁ ଦାବି କରିଆସୁଛନ୍ତି; ସେମାନେ ତିନୋଟି ନୂତନ କୃଷି ଆଇନକୁ ବିରୋଧ କରିବା ପାଇଁ ମୁମ୍ବାଇ ବୈଠକରେ ଯୋଗ ଦେଇଛନ୍ତି

Want to republish this article? Please write to [email protected] with a cc to [email protected]

Author

Shraddha Agarwal

ଶ୍ରଦ୍ଧା ଅଗ୍ରୱାଲ୍‌ ପିପୁଲ୍‌ସ ଆର୍କିଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ରିପୋର୍ଟର ଓ କଣ୍ଟେଣ୍ଟ ଏଡିଟର୍‌ ଭାବେ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।