ସରକାର-ଆମ-ପାଉଣା-ଦେଇ-ଦିଅନ୍ତୁ

Bellary, Karnataka

Mar 13, 2023

‘ସରକାର ଆମ ପାଉଣା ଦେଇ ଦିଅନ୍ତୁ’

କର୍ଣ୍ଣାଟକର ବେଲାରୀରେ ମହିଳା ଖଣି ଖନନକାରୀମାନେ ଲୁହା ପଥରକୁ ଖୋଳିବେ, ଭାଙ୍ଗିବେ, କାଟିବେ ଏବଂ ଛାଣିବେ। ଦୁଇ ଦଶନ୍ଧି ପୂର୍ବରୁ ଯନ୍ତ୍ରର ବ୍ୟବହାର ସେମାନଙ୍କୁ ଅନାବଶ୍ୟକ କରିଦେଇଥିଲା। କ୍ଷତିପୂରଣ ଏବଂ ପୁନର୍ବାସ ଲାଗି ସେମାନଙ୍କର ଲଢ଼େଇରେ ସେମାନେ ଏବେ ଛଟେଇ କରାଯାଇଥିବା ଶ୍ରମିକମାନଙ୍କର ସଂଘରେ ସାମିଲ ହୋଇଯାଇଛନ୍ତି ଏବଂ ଏହିଭଳି ଭାବେ ସେମାନଙ୍କର ସ୍ୱରକୁ ଦୃଢ଼ କରିଛନ୍ତି

Want to republish this article? Please write to [email protected] with a cc to [email protected]

Author

S. Senthalir

ଏସ ସେନ୍ଥାଲିର ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସମ୍ପାଦିକା ଏବଂ ୨୦୨୦ର ପରୀ ସଦସ୍ୟା। ସେ ଲିଙ୍ଗ, ଜାତି ଓ ଶ୍ରମ ବିଷୟକୁ ନେଇ ରିପୋର୍ଟ ସଂଗ୍ରହ କରିଥାନ୍ତି। ସେନ୍ଥାଲିର ୱେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟରେ ଚେଭେନିଂ ଦକ୍ଷିଣ ଏସିଆ ସାମ୍ବାଦିକତା କାର୍ଯ୍ୟକ୍ରମର ୨୦୨୩ର ଜଣେ ସଦସ୍ୟ

Editor

Sangeeta Menon

ସଙ୍ଗୀତା ମେନନ ମୁମ୍ବାଇରେ ଅବସ୍ଥାପିତ ଜଣେ ଲେଖିକା, ସମ୍ପାଦିକା ଓ ସଞ୍ଚାର ପରାମର୍ଶଦାତା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।