ସରକାରୀ-ଡାକ୍ତରଖାନା-ଉପରେ-ଆମର-ଭରସା-ନାହିଁ

Chatra, Jharkhand

Jul 30, 2021

‘ସରକାରୀ ଡାକ୍ତରଖାନା ଉପରେ ଆମର ଭରସା ନାହିଁ’

ଝାଡଖଣ୍ଡର ଅସର୍‌ହିୟା ଗ୍ରାମର କପଡା ବିକ୍ରେତା ଅଜୟ କୁମାର ସ ଏକ ଘରୋଇ କ୍ଲିନିକ୍‌ରେ କୋଭିଡ୍‌ -୧୯ ଯତ୍ନ ପାଇଁ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଓ ବର୍ତ୍ତମାନ ସେ ଋଣଗ୍ରସ୍ତ ଅଟନ୍ତି । ସେହି ଗ୍ରାମରେ ବାସ କରୁଥିବା ଜଣେ ଭିଡିଓ ଏଡିଟର୍‌ଙ୍କ ସହିତ ମିଳିତଭାବେ ଲିଖିତ ଏକ କାହାଣୀ

Want to republish this article? Please write to [email protected] with a cc to [email protected]

Author

Subuhi Jiwani

ସୁବୁହି ଜିୱାନି ପିପୁଲ୍ସ ଆର୍କାଇଭ ଅଫ୍ ରୁରାଲ ଇଣ୍ଡିଆରେ ଜଣେ କପି ଏଡିଟର ଭାବେ କାମ କରୁଛନ୍ତି ।

Author

Haiyul Rahman Ansari

ହୈୟୁଲ୍‌ ରହମାନ ଅଂସାରୀ, ଝାଡଖଣ୍ଡର ଛତ୍ରା ଜିଲ୍ଲାର ମୁଳନିବାସୀ, ମୁମ୍ବାଇରେ ଭିଡିଓ ଏଡିଟର୍‌ ଭାବେ ଏକ ଦଶନ୍ଧିରୁ ଅଧିକ ସମୟ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।