ଶ୍ରେଣୀରେ-ଅନୁପସ୍ଥିତ-କୋଲୋଶୀର-ସ୍କୁଲ-ଛାତ୍ରଛାତ୍ରୀ

Thane, Maharashtra

Dec 08, 2022

ଶ୍ରେଣୀରେ 'ଅନୁପସ୍ଥିତ' କୋଲୋଶୀର ସ୍କୁଲ ଛାତ୍ରଛାତ୍ରୀ

ମହାମାରୀ ସମୟରେ ଦୁଇ ବର୍ଷ ଧରି ସ୍କୁଲକୁ ନଯିବା କାରଣରୁ, ଠାଣେ ଜିଲ୍ଲାର ଆଦିବାସୀ ପିଲାମାନେ ପୁଣିଥରେ ନିଜ ଶ୍ରେଣୀଗୃହକୁ ଫେରିବା ଲାଗି ସକ୍ଷମ ହୋଇ ପାରୁନାହାନ୍ତି, ଏବଂ ସେମାନଙ୍କ ମଧ୍ୟରେ ସ୍କୁଲ ଯିବାର ଆଗ୍ରହ ମଧ୍ୟ କମିଗଲାଣି

Want to republish this article? Please write to [email protected] with a cc to [email protected]

Author

Mamta Pared

ମମତା ପାରେଦ ( ୧୯୯୮-୨୦୨୨) ଜଣେ ସାମ୍ବାଦିକ ତଥା ୨୦୧୮ ପାଇଁ ପରୀର ଇଣ୍ଟର୍ନ ଥିଲେ। ସେ ଆବାସାହେବ ଗରୋବାରେ ମହାବିଦ୍ୟାଳୟ, ପୁନେରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ସେ ଆଦିବାସୀ ଜନଜୀବନ ବିଶେଷକରି ୱାର୍ଲି ସମ୍ପ୍ରଦାୟ ସେମାନଙ୍କ ଜୀବିକା ଓ ସଂଘର୍ଷ ବିଷୟରେ ରିପୋର୍ଟ ପ୍ରସ୍ତୁତ କରିଥିଲେ।

Editor

Smruti Koppikar

ସ୍ମୃତି କୋପିକର ଜଣେ ନିରପେକ୍ଷ ସାମ୍ବାଦିକା ଓ ସ୍ତମ୍ଭକାର ତଥା ଗଣମାଧ୍ୟମ ଶିକ୍ଷାବିତ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।