ଶ୍ରୀନଗରର-ପୁରଜଗରମାନଙ୍କୁ-ମିଳୁନି-ଉପକରଣ

Srinagar, Jammu and Kashmir

May 11, 2023

ଶ୍ରୀନଗରର ପୁରଜଗରମାନଙ୍କୁ ମିଳୁନି ଉପକରଣ

ପୁରଜଗରମାନେ ପଶମୀନା ଶାଲ୍‌କୁ ଚିକ୍କଣ କରିବା ଲାଗି ସେଥିରୁ ଲିଣ୍ଟ୍‌ ବା ଖଦଡ଼ା ଅଂଶ ବାହାର କରିଥାନ୍ତି। ସେମାନେ ଏହି କାମ ପାଇଁ ଲୁହାର ମୁନିଆ ଉପକରଣ ବ୍ୟବହାର କରିଥାନ୍ତି, କିନ୍ତୁ ଶ୍ରୀନଗରରେ ଏହି ଉପକରଣ ତିଆରି ଏବଂ ମରାମତି କରୁଥିବା କମାରଙ୍କ ସନ୍ଧାନ ମିଳିବା ଏବେ କଷ୍ଟକର ହୋଇପଡ଼ିଛି

Want to republish this article? Please write to [email protected] with a cc to [email protected]

Author

Muzamil Bhat

ମୁଜାମିଲ୍ ଭଟ ହେଉଛନ୍ତି ଶ୍ରୀନଗରରେ ବାସ କରୁଥିବା ଜଣେ ମୁକ୍ତବୃତ୍ତ ଫଟୋ ସାମ୍ବାଦିକ ଓ ଚଳଚ୍ଚିତ୍ର ନିର୍ମାତା ଏବଂ ସେ 2022 ର ପରୀ ଫେଲୋ ଥିଲେ।

Editor

Dipanjali Singh

ଦୀପାଞ୍ଜଳି ସିଂ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ସହାୟକ ସମ୍ପାଦିକା। ସେ ପରୀ ଲାଇବ୍ରେରୀ ପାଇଁ ଗବେଷଣା କରିବା ସହିତ ଦସ୍ତାବିଜ ପ୍ରସ୍ତୁତ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।