ଶୀତଳ-ଭଣ୍ଡାର-ଶ୍ରମିକଙ୍କ-ପ୍ରତି-ବ୍ୟବହାର-ବି-ଶୀତଳ

Guntur, Andhra Pradesh

Oct 31, 2018

ଶୀତଳ ଭଣ୍ଡାର ଶ୍ରମିକଙ୍କ ପ୍ରତି ବ୍ୟବହାର ବି ଶୀତଳ

ଗୁଣ୍ଟୁରର ଶୀତଳଭଣ୍ଡାର ୟୁନିଟଗୁଡ଼ିକର ଶ୍ରମିକମାନେ ପ୍ରତିଦିନ ପିଠିରେ ଓଜନିଆ ଲଙ୍କା ବସ୍ତା ରଖି ମାତ୍ର କେଇ ଟଙ୍କା ପାଇଁ ଅନେକ ମହଲା ଚଢ଼ନ୍ତି ଓ ଓହ୍ଲାନ୍ତି । ଅଧିକ ମଜୁରି କିମ୍ବା ଅଧିକ ସୁବିଧା ମାଗିବାର ପରିଣାମ କଟକଣା ନହେଲେ କାମ ହରାଇବା ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।