ଶାନ୍ତିପୁରର-ଜୀର୍ଣ୍ଣ-ଶାଢ଼ି

Nadia, West Bengal

Nov 13, 2019

ଶାନ୍ତିପୁରର ଜୀର୍ଣ୍ଣ ଶାଢ଼ି

ପଶ୍ଚିମବଙ୍ଗର ନଦୀୟା ଜିଲ୍ଲାରେ ଥିବା ଶାନ୍ତିପୁରର ହସ୍ତତନ୍ତ ବୁଣାକାରମାନେ କଳତନ୍ତ ଏବଂ ଆୟ ହ୍ରାସ ସହ କୋଣଠେସା ହୋଇଯାଇଛନ୍ତି- ଅଧିକାଂଶ ତନ୍ତ ଛାଡ଼ି ସାରିଛନ୍ତି, ଅନ୍ୟମାନେ ନିୟମିତ ଋଣରେ ଅଛନ୍ତି।

Want to republish this article? Please write to [email protected] with a cc to [email protected]

Author

Sinchita Parbat

ସିଞ୍ଚିତା ପର୍ବତ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ଭିଡିଓ ସମ୍ପାଦିକା ଏବଂ ଜଣେ ମୁକ୍ତବୃତ୍ତିର ଫଟୋଗ୍ରାଫର ଓ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା। ପୂର୍ବରୁ ସିଞ୍ଚିତା ମାଜୀ ନାମରେ ତାଙ୍କର କାହାଣୀଗୁଡ଼ିକ ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।