ଶହୀଦମାନଙ୍କର-ମାଟି-ସିଂଘୁର-ସଂଗ୍ରାମୀ-ମାଟି

Sonipat, Haryana

May 01, 2021

ଶହୀଦମାନଙ୍କର ମାଟି, ସିଂଘୁର ସଂଗ୍ରାମୀ ମାଟି

ଏହା ଗୋଟିଏ ପ୍ରେରଣାଦାୟକ ଓ ଆବେଗ ପ୍ରବଣ ମୁହୂର୍ତ୍ତ ଥିଲା ଯେତେବେଳେ, ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କ ଶହୀଦ ଦିବସରେ, ପଞ୍ଜାବର ଶହୀଦମାନଙ୍କ ଗାଁରୁ ଆଠୋଟି ପାତ୍ରରେ ମାଟି ଯାଇ ସିଂଘୁରେ ବିଦ୍ରୋହୀ କୃଷକମାନଙ୍କ ପାଖରେ ପହଁଚିଥିଲା

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Amir Malik

ଆମିର ମଲିକ ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ୨୦୨୨ର ପରୀ ସଦସ୍ୟ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।