ଶରୀର-ହାଡ଼କୁ-ନଷ୍ଟ-କରୁଛି-ମରାଠାୱାଡ଼ାର-ପାଣି

Nanded, Maharashtra

Jan 23, 2019

ଶରୀର ହାଡ଼କୁ ନଷ୍ଟ କରୁଛି ମରାଠାୱାଡ଼ାର ପାଣି

ମରାଠାୱାଡ଼ାରେ ନିୟମିତ ମରୁଡ଼ି ସାୱରଖେଡ଼ ପରି ଗ୍ରାମର ଲୋକମାନଙ୍କୁ ବୋରୱେଲ୍‌ଗୁଡ଼ିକରୁ ଫ୍ଲୋରାଇଡ୍‌ ପ୍ରଦୂଷିତ ଭୂତଳ ଜଳ ପିଇବାକୁ ବାଧ୍ୟ କରିଛି। ଏହା ଅନେକଙ୍କ ପାଇଁ ଫ୍ଲୋରୋସିସ୍‌ର କାରଣ ହୋଇଛି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।