ଲୋକଙ୍କ-ପାଦ-ପାଇଁ-ପରୀକ୍ଷାର-ସମୟ

Sonipat, Haryana

Mar 18, 2021

ଲୋକଙ୍କ ପାଦ ପାଇଁ ପରୀକ୍ଷାର ସମୟ

ଧୂଳି, ମଇଳା ଓ ଅଦିନିଆ ବର୍ଷାକୁ ଅଣଦେଖା କରି, ଦିଲ୍ଲୀର ଏକ ଦମ୍ପତି ଯଶବିନ୍ଦର ସିଂ ସାଇନି ଏବଂ ପ୍ରକାଶ କୌର ସିଂଘୁ ସୀମାରେ ସେବା ଯୋଗାଇ ଦେଉଛନ୍ତି-ଚାଷୀଙ୍କ ମଇଳା, କର୍ଦ୍ଦମାକ୍ତ ଜୋତା ସଫା କରୁଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Amir Malik

ଆମିର ମଲିକ ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ୨୦୨୨ର ପରୀ ସଦସ୍ୟ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।