ଲାଟୁରରେ-ଛୋଟ-ଛୋଟ-କାନ୍ଧ-ଉପରେ-ଲକ୍‌ଡାଉନ୍‌-ବୋଝ

Latur, Maharashtra

May 12, 2020

ଲାଟୁରରେ ଛୋଟ ଛୋଟ କାନ୍ଧ ଉପରେ ଲକ୍‌ଡାଉନ୍‌ ବୋଝ

ସେମାନଙ୍କ ବାପାମାଆଙ୍କ ପାଖରେ କାମ ନଥିବାରୁ କିମ୍ବା ମଜୁରି କମି ଯାଇଥିବାରୁ, ବିପଜ୍ଜନକ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଦୃଶ୍ୟପଟ୍ଟରେ ମଧ୍ୟ ମରାଠୱାଡ଼ାର ଲାଟୁରରେ ଦୁର୍ଦ୍ଦଶାଗ୍ରସ୍ତ ପରିବାରର ସ୍କୁଲ ଛାତ୍ରଛାତ୍ରୀମାନେ ଗଳିକନ୍ଦିରେ ବୁଲି ବୁଲି ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି

Want to republish this article? Please write to [email protected] with a cc to [email protected]

Author

Ira Deulgaonkar

ଇରା ଦେଉଲଗାଓଁକର ୨୦୨୦ର ଜଣେ PARI ପ୍ରଶିକ୍ଷାର୍ଥୀ; ସେ ପୁଣେର ସିମ୍ବିଓସିସ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସରେ ସ୍ନାତକ ଡିଗ୍ରୀ ପାଠ୍ୟକ୍ରମର ଦ୍ଵିତୀୟ ବର୍ଷ ଛାତ୍ରୀ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।