ଲକ୍‌ଡାଉନ୍‌ରେ-ଥିବା-ବାରିକମାନେ-ବିନାଶରୁ-କେଶ-ମାତ୍ର

Latur, Maharashtra

May 18, 2020

ଲକ୍‌ଡାଉନ୍‌ରେ ଥିବା ବାରିକମାନେ: ବିନାଶରୁ କେଶ ମାତ୍ର

ମରାଠୱାଡାର ଲାଟୁର ଜିଲ୍ଲାରେ, ଲକଡାଉନ୍ ବାରିକମାନଙ୍କୁ ଗୁରୁତର ଭାବେ ଆଘାତ ଦେଇଛି - ସେମାନେ ସମ୍ପୂର୍ଣ୍ଣ ଭାବରେ ଦୈନିକ ରୋଜଗାର ଉପରେ ନିର୍ଭର କରନ୍ତି ଏବଂ ସେମାନଙ୍କ ପାଇଁ ସେମାନଙ୍କ ଗ୍ରାହକଙ୍କଠାରୁ ଶାରୀରିକ ଦୂରତାର ବିଚାର ବିଷୟରେ ଚିନ୍ତା ମଧ୍ୟ କରି ହୁଏ ନାହିଁ

Want to republish this article? Please write to [email protected] with a cc to [email protected]

Author

Ira Deulgaonkar

ଇରା ଦେଉଲଗାଓଁକର ୨୦୨୦ର ଜଣେ PARI ପ୍ରଶିକ୍ଷାର୍ଥୀ; ସେ ପୁଣେର ସିମ୍ବିଓସିସ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସରେ ସ୍ନାତକ ଡିଗ୍ରୀ ପାଠ୍ୟକ୍ରମର ଦ୍ଵିତୀୟ ବର୍ଷ ଛାତ୍ରୀ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।