ଲକ୍ଷ୍ମୀବାଇଙ୍କ-ଦକ୍ଷତା-ସୂତାରେ-ଝୁଲୁଛି

Kolhapur, Maharashtra

Sep 05, 2018

ଲକ୍ଷ୍ମୀବାଇଙ୍କ ଦକ୍ଷତା ସୂତାରେ ଝୁଲୁଛି

ପରି ସ୍ୱୟଂସେବୀ ସଂକେତ ଜୈନ ସାରା ଭାରତରେ ୩୦୦ ଗାଁ ବୁଲିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟ ଲେଖାଗୁଡ଼ିକ ଭିତରୁ ଏଠାରେ ଗୋଟିଏ ଉପସ୍ଥାପନା କରଗଲା : ଗ୍ରାମାଞ୍ଚଳର ଏକ ଦୃଶ୍ୟ ବା ଘଟଣାର ଗୋଟିଏ ଫଟୋ ଏବଂ ଏ ସଂପର୍କୀତ କିଛି କଥା। ପରୀର ଏହି ଶୃଙ୍ଖଳାରେ ଏହା ନବମ। ଫଟୋ ଦେଖିବାକୁ ହେଉ ବା ପୂରା କାହାଣୀ ପାଇଁ , ସ୍ଲାଇଡର ଖୋଲନ୍ତୁ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।