ଲକଡାଉନ‌-‌ଓ‌-‌ଗଭୀର‌-‌ସମୁଦ୍ର‌-‌ଭିତରେ‌-‌ଫସିଛନ୍ତି‌-‌ଆନ୍ଧ୍ର‌-‌ପ୍ରଦେଶର‌-‌ମତ୍ସ୍ୟଜୀବୀ‌-‌

Visakhapatnam, Andhra Pradesh

Jun 04, 2020

ଲକଡାଉନ‌ ‌ଓ‌ ‌ଗଭୀର‌ ‌ସମୁଦ୍ର‌ ‌ଭିତରେ‌ ‌ଫସିଛନ୍ତି‌ ‌ଆନ୍ଧ୍ର‌ ‌ପ୍ରଦେଶର‌ ‌ମତ୍ସ୍ୟଜୀବୀ‌ ‌

ବିଶାଖାପାଟଣାର‌ ‌ମତ୍ସ୍ୟଜୀବୀମାନେ‌ ‌ଏପ୍ରିଲ‌ ‌୧୫ରୁ‌ ‌ଜୁନ‌ ‌୧୪‌ ‌ତାରିଖ‌ ‌ମଧ୍ୟରେ‌ ‌ମାଛଧରା‌ ‌ପ୍ରଜନନ‌ ‌ୠତୁର‌ ‌ବାର୍ଷିକ‌ ‌ନିଷିଦ୍ଧାଦେଶ‌ ‌ଜାରି‌ ‌ହେବାର‌ ‌ଦୁଇ‌ ‌ସପ୍ତାହ‌ ‌ପୂର୍ବରୁ‌ ‌ଭଲ‌ ‌ଲାଭ‌ ‌ପାଇଥାନ୍ତି।‌ ‌ଚଳିତ‌ ‌ବର୍ଷ‌ ‌ସେହି‌ ‌ଗୁରୁତ୍ୱପୂର୍ଣ୍ଣ‌ ‌ଅବଧି‌ ‌ଲକଡାଉନ‌ ‌ମଧ୍ୟରେ‌ ‌ପଡ଼ିଗଲା‌

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Amrutha Kosuru

ଅମୃତା କୋସୁରୁ ବିଶାଖାପାଟଣାରେ ଅବସ୍ଥିତ ଜଣେ ସ୍ଵତନ୍ତ୍ର ସାମ୍ବାଦିକ। ସେ ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ୍, ଚେନ୍ନାଇରୁ ସ୍ନାତକ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।