ରସୁଲପୁର-ସୋହନର-ଶେଷ-କୁମ୍ଭାରଶାଳ

Vaishali, Bihar

Jul 25, 2018

ରସୁଲପୁର ସୋହନର ଶେଷ କୁମ୍ଭାରଶାଳ

ବିହାର ବୈଶାଳୀ ଜିଲ୍ଲାର ସୁଦାମା କୁମ୍ଭାର ତଥାପି ତାଙ୍କ ଆଞ୍ଚ ଜାଳୁଥିଲେ। ଯେତେବେଳେ ତାଙ୍କ ଗାଁର ଅନ୍ୟ କାରିଗରମାନେ ମାଟି ହାଣ୍ଡି ଗଢିବା ଛାଡି ଅନ୍ୟ ଧନ୍ଦାକୁ ପଳାଇଥିଲେ। ମାଟି ପାତ୍ର ତିଆରିରେ ଖର୍ଚ୍ଚ ବଢିବା ଏବଂ ଲୋକଙ୍କୁ ଶସ୍ତାରେ ବିକଳ୍ପ ମିଳିବା ଯୋଗୁଁ ଏମାନେ ହାରି ଯାଇଥିଲେ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Shubha Srishti

ଲେଖକଙ୍କ ସମ୍ପର୍କରେ: ଶୁଭ ସୃଷ୍ଟି ମୁମ୍ବାଇସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ ସାଇନ୍ସେସର ସ୍କୁଲ ଅଫ ସୋସିଆଲ ୱାର୍କର ଜଣେ ଛାତ୍ର| ସେ ବର୍ତ୍ତମାନ ଏମ୍‌ଫିଲ୍‍-ପିଏଚଡି କରୁଛନ୍ତି|

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।