ଯୋଧପୁରର-କାଠକଣ୍ଢେଇ-କଳାକାର-ନୀରବ-ମଞ୍ଚ-ଓ-ଅକୁହା-କାହାଣୀ

Jodhpur, Rajasthan

Aug 17, 2021

ଯୋଧପୁରର କାଠକଣ୍ଢେଇ କଳାକାର : ନୀରବ ମଞ୍ଚ ଓ ଅକୁହା କାହାଣୀ

ଏହି ଭିଡିଓ ଷ୍ଟୋରୀରେ, ପ୍ରେମରାମ ଭଟ ଏବଂ ତାଙ୍କର ଅନ୍ୟ ସାଥୀମାନେ କହିଛନ୍ତି ଯେ କିପରି ଭାବେ ସେମାନଙ୍କର କାଠ କଣ୍ଢେଇ କାର୍ଯ୍ୟକ୍ରମ, ଏକଦା ରାଜ ଦରବାର ଓ ଗ୍ରାମୀଣ କାର୍ଯ୍ୟକ୍ରମରେ ଲୋକପ୍ରିୟ ଥିଲା, କିନ୍ତୁ ଏବେ ଏହାର ଚାହିଦା ନାହିଁ। ଆହୁରି ଲକଡାଉନ୍ ସେମାନଙ୍କ ରୋଜଗାରକୁ ଗୁରୁତର ଭାବେ ପ୍ରଭାବିତ କରିଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Madhav Sharma

ଜୟପୁର ଅଞ୍ଚଳର ମାଧବ ଶର୍ମା ଜଣେ ସ୍ୱାଧୀନ ସାମ୍ବାଦିକ। ସେ ସାମାଜିକ, ପରିବେଶିକ ଓ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଲେଖନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।