ଯେମିତି-ଆମର-ଗାଁ-ନାହିଁ-କି-ଦେଶ-ନାହିଁ

Mumbai Suburban, Maharashtra

Dec 17, 2018

ଯେମିତି ଆମର ଗାଁ ନାହିଁ କି ଦେଶ ନାହିଁ

ୱାର୍ଲିମାନେ କେଇ ଦଶକ ଧରି ମୁମ୍ବାଇର ବୋରିଭାଲିସ୍ଥିତ ଜାତୀୟ ଉଦ୍ୟାନରେ ରହିଆସୁଛନ୍ତି । ଏଠାରେ ଆବଶ୍ୟକ ମୁତାବକ ପାଣି କିମ୍ବା ଅନ୍ୟାନ୍ୟ ସୁବିଧା ନାହିଁ । ଏଥିସହ ପୁନର୍ବାର ବିସ୍ଥାପିତ ହେବାର ଭୟ । ଜୀବିକା ପାଇଁ ସଂଘର୍ଷ ମଧ୍ୟରେ ସେମାନେ ସମସ୍ତେ ନିଜର ସ୍ୱତନ୍ତ୍ର କଳାଶୈଳୀ ହଜେଇ ଦେଲେଣି।

Want to republish this article? Please write to [email protected] with a cc to [email protected]

Author

Apekshita Varshney

ଲେଖକ ପରିଚିତି: ଆପେକ୍ଷିତା ବର୍ଷନେ ମୁମ୍ବାଇର ଜଣେ ମୁକ୍ତବୃତ୍ତ ଲେଖିକା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।