ଯେବେ-ମାଗଣା-ଚିକିତ୍ସା-ପାଇଁ-ଭାରୀ-ମୂଲ୍ୟ-ଦେବାକୁ-ପଡ଼େ

Thane, Maharashtra

Oct 26, 2022

ଯେବେ ମାଗଣା ଚିକିତ୍ସା ପାଇଁ ଭାରୀ ମୂଲ୍ୟ ଦେବାକୁ ପଡ଼େ

ସରକାରୀ ଡାକ୍ତରଖାନାରେ ମାଗଣାରେ ଡାୟଲିସିସ ସେବା ପାଇବା ଲାଗି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ସପ୍ତାହକୁ ତିନି ଥର ଯାତ୍ରା କରିଥାନ୍ତି । ଚିକିତ୍ସା ମାଗଣା, କିନ୍ତୁ ଯାତ୍ରା ଖର୍ଚ୍ଚ ଏହି ଦମ୍ପତିଙ୍କ ପାଇଁ ଏକ ଆର୍ଥିକ ବୋଝ । ଆହୁରି ରୋଜଗାର କମିଯିବା କାରଣରୁ ସେମାନେ ଅଧିକ ଆର୍ଥିକ ଦୁରବସ୍ଥା ମଧ୍ୟରେ ଛନ୍ଦି ହୋଇଯାଇଛନ୍ତି

Author

Jyoti

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

Editor

Sangeeta Menon

ସଙ୍ଗୀତା ମେନନ ମୁମ୍ବାଇରେ ଅବସ୍ଥାପିତ ଜଣେ ଲେଖିକା, ସମ୍ପାଦିକା ଓ ସଞ୍ଚାର ପରାମର୍ଶଦାତା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।