ଯେଉଁ-କାର୍ଡ-ମିଳୁଛି-କରିନିଅନ୍ତୁ-ଏଇଟା-ଧରୌତା

Allahabad, Uttar Pradesh

Sep 08, 2018

ଯେଉଁ କାର୍ଡ ମିଳୁଛି କରିନିଅନ୍ତୁ, ଏଇଟା ଧରୌତା

ଆଧାର କାର୍ଡର ଅଧିକାରୀ ହେବା କ’ଣ ସବୁ ସରକାରୀ ଯୋଜନାର ଉପଲବ୍ଧତାକୁ ଅନେକ ସହଜ କରିଦେଉଛି ? ଉତ୍ତରପ୍ରଦେଶର ଆହ୍ଲାବାଦ ଜିଲ୍ଲାର ଏକ ଗ୍ରାମରେ ହୋଇଥିବା ଏକ କ୍ଷୁଧା ମୃତ୍ୟୁ ପ୍ରମାଣିତ କରିଦେଇଛି, ଗୋଟିଏ କାର୍ଡ ପାଇବାର ପ୍ରକ୍ରିୟା ଗରିବ ଲୋକଙ୍କୁ ଭାରାକ୍ରାନ୍ତ କରି ଦେଉଛି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।