ଯେଉଁଠି-ଗାଁ-ରାସ୍ତା-ତୁମକୁ-ତୁମ-ଘରେ-ପହଞ୍ଚାଏନି

Nalgonda, Telangana

Apr 21, 2020

ଯେଉଁଠି ଗାଁ ରାସ୍ତା ତୁମକୁ ତୁମ ଘରେ ପହଞ୍ଚାଏନି

କୋଭିଡ୍‌- ୧୯ ଯୋଗୁଁ ଚାରିଆଡେ ତାଲାବନ୍ଦ ହୋଇଥିବାରୁ ତେଲେଙ୍ଗାନାର ଚେନାକୋଣ୍ଡା ବାଲାସାମୀ ଓ ଅନ୍ୟ ପଶୁଚାରଣକାରୀମାନେ ଯେଉଁମାନେ ମାସ ମାସ ସମୟ ରାସ୍ତାରେ ବିତେଇଥାନ୍ତି, ସେମାନଙ୍କୁ ଖାଦ୍ୟ ଓ ନୂଆ ଚାରଣ ଭୂମି ଯୋଗାଡ କରିବା ବା ସେମାନଙ୍କ ଗ୍ରାମକୁ ଫେରିବାରେ ଅସୁବିଧା ହେଉଛି

Want to republish this article? Please write to [email protected] with a cc to [email protected]

Author

Harinath Rao Nagulavancha

ହରିନାଥ ରାଓ ନାଗୁଲାବଞ୍ଚା ଜଣେ କମଳା ଚାଷୀ ଏବଂ ତେଲେଙ୍ଗାନାର ନାଲ୍‌ଗୋଣ୍ଡାରେ ରହୁଥିବା ଜଣେ ସ୍ୱାଧୀନ ସାମ୍ବାଦିକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।