ଯାଦୁକରୀ-ଆପଣଙ୍କ-ଭାଇ-ଅଦୃଶ୍ୟ-ହୋଇଗଲେ

Nadia, West Bengal

Feb 16, 2021

ଯାଦୁକରୀ : ଆପଣଙ୍କ ଭାଇ ଅଦୃଶ୍ୟ ହୋଇଗଲେ

ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ରାସ୍ତାକଡ଼ରେ ଯାଦୁକରୀ ଦେଖାଉଥିବା ଯାଦୁକର ଗୁଲାବ ଓ ଶହଜାଦ ଶେଖ ଅନେକ କିଛି ଅଦୃଶ୍ୟ କରିପାରନ୍ତି - କିନ୍ତୁ ଯାହା ସେମାନେ ଅଦୃଶ୍ୟ କରିବାକୁ ସକ୍ଷମ ନୁହନ୍ତି ତାହା ହେଉଛି କ୍ଷୁଧା।

Want to republish this article? Please write to [email protected] with a cc to [email protected]

Author

Soumyabrata Roy

ସୌମ୍ୟବ୍ରତ ରାୟ ହେଉଛନ୍ତି ପଶ୍ଚିମବଙ୍ଗର ତେହତ୍ତାରେ କାମ କରୁଥିବା ଜଣେ ସ୍ୱାଧୀନ ଫଟୋସାମ୍ବାଦିକ । ସେ (କୋଲ୍‌କାତା ବିଶ୍ୱବିଦ୍ୟାଳୟ) ଅଧୀନରେ ବେଲୁର୍‌ ମଠ ସ୍ଥିତ ରାମକ୍ରିଷ୍ଣ ମିସନ୍‌ ବିଦ୍ୟାମନ୍ଦିରରେ ଡିପ୍ଲୋମା ଇନ୍‌ ଫଟୋଗ୍ରାଫି କରିଛନ୍ତି (୨୦୧୯)।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।