ମୋତେ-ଘୋଡ଼ାମାରା-ଛାଡ଼ିବାକୁ-ହେବ-କିନ୍ତୁ-ମୁଁ-କାହିଁକି-ଛାଡ଼ିବି

South 24 Parganas, West Bengal

Nov 23, 2021

‘ମୋତେ ଘୋଡ଼ାମାରା ଛାଡ଼ିବାକୁ ହେବ, କିନ୍ତୁ ମୁଁ କାହିଁକି ଛାଡ଼ିବି?’

ସୁନ୍ଦରବନର ଘୋଡ଼ାମାରା ଦ୍ୱୀପକୁ ୟାସ ବାତ୍ୟା ସମ୍ପୂର୍ଣ୍ଣ ଛାରଖାର କରିଦେଇଥିଲା ଯାହାର ପରିଣାମ ଆଜି ବି ସେଠାକାର ବାସିନ୍ଦା ଭୋଗୁଛନ୍ତି। ବହୁ ଲୋକ ସେମାନଙ୍କ ଘର ଓ ଜୀବନଜୀବିକା ସଜାଡ଼ିବାରେ ଲାଗିଛନ୍ତି, ହେଲେ ଆଉ କିଛି ବାସସ୍ଥାନ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଛନ୍ତି

Want to republish this article? Please write to [email protected] with a cc to [email protected]

Author

Abhijit Chakraborty

ଅଭିଜିତ୍ ଚକ୍ରବର୍ତ୍ତୀ କୋଲକାତାର ଜଣେ ଫଟୋ ସାମ୍ବାଦିକ। ସେ ସୁନ୍ଦରବନ୍ ଉପରେ ଆଧାରିତ ଏକ ତ୍ରୟମାସିକ ବଙ୍ଗଳା ପତ୍ରିକା ‘ସୁଦ୍ଦୁ ସୁନ୍ଦରବନ୍ ଚର୍ଚା’ ସହିତ ଜଡିତ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।