ମୁମ୍ବାଇ-ରାସ୍ତାରେ-ଚାବୁକ୍‌ରେ-ପ୍ରହାର-ଓ-ପୂଜା

Mumbai Suburban, Maharashtra

Jul 10, 2021

ମୁମ୍ବାଇ ରାସ୍ତାରେ ଚାବୁକ୍‌ରେ ପ୍ରହାର ଓ ପୂଜା

ଲକ୍ଷ୍ମଣ କଟାପ୍ପା ଏବଂ ତାଙ୍କ ପରିବାର, ଯେଉଁମାନେ କର୍ଣ୍ଣାଟକର କୋଡମ୍ବଲ ଗାଁର ଧେଗୁ ମେଗୁ ଏସସି ସମ୍ପ୍ରଦାୟର ଅଟନ୍ତି ଏବଂ ଦେବୀ ମରିୟାମ୍ମାଙ୍କୁ ପୂଜା କରନ୍ତି, ସେମାନେ ଜୀବିକା ନିର୍ବାହ କରିବାକୁ ନୃତ୍ୟ କରନ୍ତି ଓ ନିଜକୁ ଚାବୁକ୍‌ରେ ପ୍ରହାର କରନ୍ତି ।

Author

Aakanksha

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Aakanksha

ଆକାଂକ୍ଷା (କେବଳ ନିଜର ପ୍ରଥମ ନାମ ବ୍ୟବହାର କରିବାକୁ ସେ ପସନ୍ଦ କରନ୍ତି) PARIର ଜଣେ ସମ୍ବାଦଦାତା ଏବଂ ବିଷୟବସ୍ତୁ ସଂପାଦକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ