ମୁମ୍ବାଇର-ମତ୍ସ୍ୟଜୀବୀ-ଏ-ଝଡ଼ରୁ-ବର୍ତ୍ତିବାର-ବାଟ-ନାହିଁ

Mumbai, Maharashtra

Sep 18, 2021

ମୁମ୍ବାଇର ମତ୍ସ୍ୟଜୀବୀ: ଏ ଝଡ଼ରୁ ବର୍ତ୍ତିବାର ବାଟ ନାହିଁ

ଏଇ କିଛି ବର୍ଷ ହେଲା, ଦକ୍ଷିଣ ମୁମ୍ବାଇର ସାସନ୍‌ ଡକ୍‌ରୁ ସମୁଦ୍ରକୁ ଯାତ୍ରା କରୁଥିବା ମତ୍ସ୍ୟଜୀବୀମାନେ ଝଡ଼ବାତ୍ୟାର ସମ୍ମୁଖୀନ ହୋଇଛନ୍ତି, କମ୍‌ ମାଛ ଧରିଛନ୍ତି ଏବଂ ବିକ୍ରି ମଧ୍ୟ କମିଛି – ୨୦୨୦ ମାର୍ଚ୍ଚରୁ ବିଭିନ୍ନ ସମୟରେ ଲାଗୁ ହୋଇଥିବା ଲକ୍‌ଡାଉନର ପ୍ରଭାବ ସେମାନଙ୍କ ପାଇଁ ସବୁଠାରୁ କଷ୍ଟଦାୟକ ସାବ୍ୟସ୍ତ ହୋଇଛି

Want to republish this article? Please write to [email protected] with a cc to [email protected]

Author

Shraddha Agarwal

ଶ୍ରଦ୍ଧା ଅଗ୍ରୱାଲ୍‌ ପିପୁଲ୍‌ସ ଆର୍କିଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ରିପୋର୍ଟର ଓ କଣ୍ଟେଣ୍ଟ ଏଡିଟର୍‌ ଭାବେ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।