ମୁଁ-ଭଲ-ପାଠ-ପଢ଼ିବାକୁ-ଚାହୁଁଛି-ଏହା-ହିଁ-ମୋର-ସ୍ୱପ୍ନ

Purbi Singhbhum, Jharkhand

Apr 14, 2023

‘ମୁଁ ଭଲ ପାଠ ପଢ଼ିବାକୁ ଚାହୁଁଛି, ଏହା ହିଁ ମୋର ସ୍ୱପ୍ନ’

ସୋମବାରୀ ବାସ୍କେ ପାଇଁ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ଏକ ଦୂରବର୍ତ୍ତୀ ଗାଁରେ ରହିବା, ପାଠ ପଢ଼ିବା ଏବଂ ସ୍କୁଲରେ ରହିବା ସହଜ ନୁହେଁ। କିନ୍ତୁ ସାନ୍ତାଳୀ, ଶବର, ହୋ, ହିନ୍ଦୀ ଏବଂ ବଙ୍ଗଳା ଭାଷା କହିପାରୁଥିବା ୧୩ ବର୍ଷର ଝିଅ ସୋମବାରୀ ଜଣେ ଦୃଢ଼ମନା ଛାତ୍ରୀ

Want to republish this article? Please write to [email protected] with a cc to [email protected]

Author

Rahul

ରାହୁଲ ହେଉଛନ୍ତି ଝାଡଖଣ୍ଡର ଜଣେ ସ୍ୱାଧୀନ ରିପୋର୍ଟ। ସେ ପଶ୍ଚିମର ଝାଡଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ଆଦି ରାଜ୍ୟର ପରିବେଶଗତ ସମସ୍ୟା ବିଷୟରେ ରିପୋର୍ଟ ପ୍ରସ୍ତୁତ କରନ୍ତି।

Editor

Devesh

ଦେବେଶ ଜଣେ କବି, ସାମ୍ବାଦିକ, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକ। ସେ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆରେ ହିନ୍ଦୀ ଭାଷା ସମ୍ପାଦକ ଓ ହିନ୍ଦୀ ଅନୁବାଦ ସମ୍ପାଦକ।

Editor

Sanviti Iyer

ସନ୍ୱିତୀ ଆୟାର ପିପୁଲ୍ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆରେ ଜଣେ ବିଷୟବସ୍ତୁ ସଂଯୋଜିକା ଭାବେ କାର୍ଯ୍ୟ କରୁଛନ୍ତି। ଗ୍ରାମୀଣ ଭାରତର ପ୍ରସଙ୍ଗ ଉପରେ ଦସ୍ତାବିଜ ସଂଗ୍ରହ କରିବା ଏବଂ ରିପୋର୍ଟ ପ୍ରସ୍ତୁତ କରିବାରେ ସହାୟତା ଲାଗି ସେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ କାମ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।